Prachina Sabhyata Kahani--Greece

audiobook (Unabridged)

By ଶରତ କୁମାର ମହାନ୍ତି

cover image of Prachina Sabhyata Kahani--Greece
Audiobook icon Visual indication that the title is an audiobook

Sign up to save your library

With an OverDrive account, you can save your favorite libraries for at-a-glance information about availability. Find out more about OverDrive accounts.

   Not today

Find this title in Libby, the library reading app by OverDrive.

Download Libby on the App Store Download Libby on Google Play

Search for a digital library with this title

Title found at these libraries:

Library Name Distance
Loading...
ବିଶ୍ୱର ପ୍ରମୁଖ ପ୍ରାଚୀନ ସଭ୍ୟତା ବିଷୟରେ ଓଡ଼ିଆଙ୍କୁ ପରିଚିତ ଓ ଶିକ୍ଷିତ କରିବା ଦିଗରେ ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଭୂମିକା ଉଲ୍ଲେଖନୀୟ! ଏହି କ୍ରମରେ ସେ ଅନେକ ଛୋଟଛୋଟ ନଗରରାଷ୍ଟ୍ରଙ୍କୁ ନେଇ ଗଠିତ ପ୍ରାଚୀନ ଗ୍ରୀସକୁ ନେଇ ଏହି ତଥ୍ୟଭିତ୍ତିକ ପୁସ୍ତକଟି ରଚନା କରିଛନ୍ତି! ଏହି ଗ୍ରୀସରେ ହିଁ ଜନ୍ମ ନେଇଥିଲେ ମହାକବି ହୋମର, ଯାହାଙ୍କ ମହାକାବ୍ୟ ସାରା ବିଶ୍ୱକୁ ପ୍ରଭାବିତ କରିଥିଲା! ଏହି ଗ୍ରୀସରେ ଅଛି ଅଲିମ୍ପିଆ ନଗର, ଯେଉଁଠାରୁ ଅଲିମ୍ପିକ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା! ଗ୍ରୀକ ବୀରମାନଙ୍କ କାହାଣୀ ବା କାହାକୁ ଅଛପା! ଗ୍ରୀସର ସାହିତ୍ୟ, ଦର୍ଶନ, ଯୁଦ୍ଧ ସବୁକିଛି ସାରା ବିଶ୍ୱକୁ ପ୍ରଭାବିତ କରିଆସିଛି ଯୁଗଯୁଗ ଧରି! ତେବେ ଚାଲନ୍ତୁ ଶୁଣିବା ଶରତ କୁମାର ମହାନ୍ତିଙ୍କ ସନ୍ଧାନୀ ନଜରରେ ଗ୍ରୀସର କାହାଣୀ...
Prachina Sabhyata Kahani--Greece