Sign up to save your library
With an OverDrive account, you can save your favorite libraries for at-a-glance information about availability. Find out more about OverDrive accounts.
Find this title in Libby, the library reading app by OverDrive.

Search for a digital library with this title
Title found at these libraries:
Library Name | Distance |
---|---|
Loading... |
ନାବାଳକ' ଏକ ଉପନ୍ୟାସ ନୁହେଁ, ଇତିହାସ! ଦୁଇ ଦଶନ୍ଧି ତଳର ଓଡ଼ିଆ ଗାଁ ଓ ଯୌଥ ପରିବାରର ଇତିହାସ! ଶୁଣିଲେ ମନେହେବ ଏସବୁ ଆମର ଅଙ୍ଗେନିଭା କାହାଣୀ, ଯେଉଁସବୁ ଅନୁଭବକୁ ଆମେ ହଜେଇଆସିଛୁ ବେଳକୁବେଳ! ଅଜୟ ସ୍ୱାଇଁଙ୍କ 'ନାବାଳକ' ଏକ ବହୁପଠିତ, ବହୁଚର୍ଚ୍ଚିତ ଉପନ୍ୟାସ, ଯାହାକୁ ଏ ଯାନ୍ତ୍ରିକ ଯୁଗର ତରୁଣ ତରୁଣୀମାନେ ବି ଆଗ୍ରହ ସହକାରେ ପଢ଼ନ୍ତି!