Sign up to save your library
With an OverDrive account, you can save your favorite libraries for at-a-glance information about availability. Find out more about OverDrive accounts.
Find this title in Libby, the library reading app by OverDrive.

Search for a digital library with this title
Title found at these libraries:
Library Name | Distance |
---|---|
Loading... |
ଆଶିଷ ଗଡ଼ନାୟକ ସମକାଳୀନ ଓଡ଼ିଆ କଥାସାହିତ୍ୟର ଜଣେ ଅଦମନୀୟ କଥାଶିଳ୍ପୀ । କାରଣ ତାଙ୍କ ଗପଗଢ଼ାର ଛାଞ୍ଚ ଅନ୍ୟ କାହା ସହ ମିଶେନା । ଅତି ସୂକ୍ଷ୍ମ ଓ ସମ୍ବେଦନଶୀଳ ଘଟଣା ବା ଚରିତ୍ରଙ୍କୁ ନେଇ ବର୍ଣ୍ଣନାତ୍ମକ ଶୈଳୀରେ ସେ ଆମ ସମୟର ଯେଉଁ ନିଚ୍ଛକ ଚିତ୍ରପଟ ଆଙ୍କନ୍ତି, ତାହା ବାସ୍ତବିକ ଅନତିକ୍ରମ୍ୟ । ତାଙ୍କ ବହୁଚର୍ଚ୍ଚିତ 'ଭାତ' ସଂକଳନ ପରି 'କ୍ରୁଶ' ମଧ୍ୟ ଏକ ଚମତ୍କାର ଗଳ୍ପ ସଂକଳନ। ଚାଲନ୍ତୁ ଶୁଣିବା ବିଶିଷ୍ଟ ସିନେ ଓ ଟେଲି ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ ଆଶିଷ ଗଡନାୟକଙ୍କ କେତୋଟି ମନଛୁଆଁ ଗପ...