Chhai Leutani

audiobook (Unabridged)

By ପଦ୍ମଜ ପାଳ

cover image of Chhai Leutani
Audiobook icon Visual indication that the title is an audiobook

Sign up to save your library

With an OverDrive account, you can save your favorite libraries for at-a-glance information about availability. Find out more about OverDrive accounts.

   Not today

Find this title in Libby, the library reading app by OverDrive.

Download Libby on the App Store Download Libby on Google Play

Search for a digital library with this title

Title found at these libraries:

Library Name Distance
Loading...
ନାରୀ ପୁରୁଷ ମଧ୍ୟରେ ଯେଉଁ ଉଚ୍ଚାଟ ଯୌନ ଆକର୍ଷଣ ସୃଷ୍ଟି ହୁଏ ତାହାର ଏକ କଳାତ୍ମକ ଉପସ୍ଥାପନା ହେଉଛି "ଛାଇ ଲେଉଟାଣି" ଉପନ୍ୟାସ। ଓଡ଼ିଆ କଥାସାହିତ୍ୟର ଅନ୍ୟତମ ଦକ୍ଷ ଶିଳ୍ପୀ ପଦ୍ମଜ ପାଳଙ୍କ ରଚିତ ଏହି ଉପନ୍ୟାସରେ ଅଛି ପ୍ରେମର ଆଦିମ ଚିତ୍ର। ବିବାହ ଏକ ଧର୍ମଭିତ୍ତିକ ସମାଜର ଅନୁଷ୍ଠାନ। ଏହା ସାର୍ଥକ ହେଲେ ଯାଇ ଜୀବନ ସୁନ୍ଦର ହୁଏ। ବିବାହର ସଫଳତା ହିଁ ଜୀବନର ସଫଳତା। ଏହାର ବ୍ୟର୍ଥତାରେ ହୁଏ ଜୀବନର ବିପର୍ଯ୍ୟୟ। ମଣିଷ ଅନେକ ସମୟରେ ବିବାହ ନ କରି ଯୌନଚର୍ଯ୍ୟାରୁ ବଂଚିତ ହୁଏ। ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ସେହି ସଂକ୍ରାନ୍ତୀୟ ଅନୁଶୋଚନା ତାଙ୍କୁ ବ୍ୟତିବ୍ୟସ୍ତ କରିପକାଏ। ଉପନ୍ୟାସରେ କାଜଲ ଏବଂ ବିକ୍ରମଙ୍କ ମଧ୍ୟରେ କିପରି ଏକ ଗଭୀର ଦେହଜ ସଂର୍ପକ ଗଢ଼ି ଉଠିଛି, ଶୁଣନ୍ତୁ ବିଶିଷ୍ଟ ସଙ୍ଗୀତଶିଳ୍ପୀ କରୁଣାକରଙ୍କ କଣ୍ଠରେ...
Chhai Leutani